ଘରୁ ରାଗି ଭାଇକୁ ଭେଟିବାକୁ ଯାଉଥିବା ସମୟରେ ବସ ଭିତରେ ଦୁଷ୍କର୍ମର ଶିକାର ହେଲା ଭଉଣୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଲୋକଙ୍କ ଉପରେ ରାଗି ଘରୁ ବାହାରି ଆସିଥିବା ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ବସ୍‌ ଭିତରେ ଦୁଷ୍କର୍ମ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ପୁଲିସ ଏହି ଘଟଣାର ଯାଞ୍ଚ କରିବା ପରେ ଜଣେ ଦୁଷ୍କର୍ମକାରୀକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ରାଜଗଡ଼ ଜିଲ୍ଲା ମୁଠାଲିଆରେ ବସବାସ କରୁଥିବା ନାବାଳିକା ସ୍ୱପ୍ନା (ଛଦ୍ମନାମ) … Continue reading ଘରୁ ରାଗି ଭାଇକୁ ଭେଟିବାକୁ ଯାଉଥିବା ସମୟରେ ବସ ଭିତରେ ଦୁଷ୍କର୍ମର ଶିକାର ହେଲା ଭଉଣୀ